୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ : ବିକଳ୍ପ ଆରଓବିରେ ନୟାନ୍ତ ହେବେ ଚାଳକ

ଭୁବନେଶ୍ବର: ବାଣୀବିହାର ଆରଓବି ପ୍ରଶସ୍ତୀକରଣ କାର୍ଯ୍ୟ ୨୫ ତାରିଖ ଅର୍ଥାତ୍‌ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥିପାଇଁ ଏହି ଆରଓବି କଡ଼ରେ ନିର୍ମାଣ ହୋଇଥିବା ବିକଳ୍ପ ଆରଓବିରେ ଗାଡ଼ି ଯିବା ଆସିବା କରିବ। ମୁଖ୍ୟ ରାସ୍ତାକୁ କାମ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଅର୍ଥାତ୍‌ ବାଣୀବିହାର ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ଦେଇ ଯାଇପାରିବେ ନାହିଁ। ହାଲୁକା ଯାନ ଓ ଭାରୀଯାନ … Continue reading ୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ : ବିକଳ୍ପ ଆରଓବିରେ ନୟାନ୍ତ ହେବେ ଚାଳକ